ଅତର୍ଛ Atarchha

  • ଦେ. ବିଣ. ପୁଂ. (ସଂ. ଅତିତ୍ରସ୍ତ; ପ୍ରା. ଅତ୍ରିଚ୍ଛା) — ଛାନିଆଁ; ମହାଭୀତ; ବିହ୍ୱଳ
  • ଦେ. ବିଣ. ପୁଂ. (ସଂ. ଅତିତ୍ରସ୍ତ; ପ୍ରା. ଅତ୍ରିଚ୍ଛା) — ହଠାତ୍ ଭୟତ୍ରସ୍ତ; ଘାବରା
  • ଦେ. ବିଣ. ପୁଂ. (ସଂ. ଅତିତ୍ରସ୍ତ; ପ୍ରା. ଅତ୍ରିଚ୍ଛା) — କିଂକର୍ତ୍ତବ୍ୟବିମୂଢ଼ — Bewildered
  • ଦେ. ବିଣ. ପୁଂ. (ସଂ. ଅତିତ୍ରସ୍ତ; ପ୍ରା. ଅତ୍ରିଚ୍ଛା) — ଡରୁଆ — Timid
  • ଦେ. ବିଣ. ପୁଂ. (ସଂ. ଅତିତ୍ରସ୍ତ; ପ୍ରା. ଅତ୍ରିଚ୍ଛା) — ଯାହା ତର ସହେ ନାହିଁ
  • ଦେ. ବି — ତ୍ରାସ; ମହାଭୟ — Terror
  • ଦେ. ବି — ହଠାତ୍ ଉପସ୍ଥିତ ଭୟ
  • ଦେ. ବି — ଅତର୍ଛେ ଅଶ୍ୱତ୍ଥାମା ପଳାଇ ତହୁଁ ଗଲେ—ପୀତାମ୍ବର, ନୃସିଂହପୁରାଣ।
  • ଦେ. ବି — ଉଦ୍ବେଗ — Anxiety
  • ଦେ. ବି — କିଂକର୍ତ୍ତବ୍ୟବିମୂଢ଼ତା