ଅଣି Aṇi
- ସଂ. ବି. (ଅଣ ଧାତୁ+କର୍ତ୍ତୃ. ଇ) — ସୂଚିର ଅଗ୍ରଭାଗ — The point of a needle
- ସଂ. ବି. (ଅଣ ଧାତୁ+କର୍ତ୍ତୃ. ଇ) — ଶୂଳାଗ୍ର — The point of a linchpin or stake
- ସଂ. ବି. (ଅଣ ଧାତୁ+କର୍ତ୍ତୃ. ଇ) — ମୂନ — Extreme point
- ସଂ. ବି. (ଅଣ ଧାତୁ+କର୍ତ୍ତୃ. ଇ) — ପ୍ରାନ୍ତସୀମା — Extreme limit
- ସଂ. ବି. (ଅଣ ଧାତୁ+କର୍ତ୍ତୃ. ଇ) — ଅଣକୀଳି — Linchpin
- ସଂ. ବି. (ଅଣ ଧାତୁ+କର୍ତ୍ତୃ. ଇ) — ଗୃହର କୋଣ — The corner of a house
- ଦେ. ବି — ଏକ ଅଣା ମୂଲ୍ୟର ମୁଦ୍ରା — One anna bit
- ଦେ. ବି — (ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ; ଯଥା—ଦୋଅଣି; ଆଠଅଣି; ଚାରିଅଣି।)— (ଏତେ) ଅଣା ପରିମିତ ମୁଦ୍ରା — (Two) anna bit; (four) anna bit etc