ଅଣିଏ Aṇie

  • ଦେ. ବି. ଓ ବିଣ. (ଆଦରାର୍ଥକ) — ଅଣାଏ; ଏକ ଅଣା ମାତ୍ର — One anna only
  • ଦେ. ବି. ଓ ବିଣ. (ଆଦରାର୍ଥକ) — (ଯଥା—ମତେ ଅଣିଏ ପଇସା କେହି ଦାତା ଯେବେ ଦିଅନ୍ତେ, ତେବେ ମୁଁ ମୋ କ୍ଷୁଧା ନିବାରଣ କରନ୍ତି।)