ଅଣପାଟ Aṇapāṭa
- ଗ୍ରା. ବିଣ. (ସଂ. ନ+ପଟ୍ଟ) — ଯେଉଁ ରାଜବଂଶରେ ପଟ୍ଟମହିଷୀ ବା ବିବାହିତା ରାଣୀଙ୍କ ଗର୍ଭଜାତ ସନ୍ତାନ କେହି ବିଦ୍ୟମାନ ନ ଥାନ୍ତି — (a royal family) Having no legitimate issue left
- ଗ୍ରା. ବିଣ. (ସଂ. ନ+ପଟ୍ଟ) — ସୋମବଂଶ ଏହାଠାରୁ ହେଲା ଅଣପାଟ। ପୀତାମ୍ବର, ନୃସିଂହପୁରାଣ।
- ଗ୍ରା. ବିଣ. (ସଂ. ନ+ପଟ୍ଟ) — ଅରାଜକ; ରାଜାହୀନ (ଦେଶ) — (a country) Having no king