ଅଣକ Aṇaka

  • ସଂ. ବିଣ. ଅଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ଘୃଣ୍ୟ; ହେୟ — Despicable; contemptible
  • ସଂ. ବିଣ. ଅଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ନୀଚ — Low; mean
  • ସଂ. ବିଣ. ଅଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ନଗଣ୍ୟ — Insignificant
  • ସଂ. ବିଣ. ଅଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ମନ୍ଦ — Bad; wretched
  • ସଂ. ବିଣ. ଅଣ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅକ) — ଅତିକ୍ଷୁଦ୍ର — Very small
  • ସଂ. ବି — ପକ୍ଷିବିଶେଷ — A kind of bird
  • ଦେ. ବି. (ସଂ. ଅଢକ) — ଡଙ୍କା; ଭାତ ତିଅଣ ଆଦି ଘାଣ୍ଟିବା ଓ ପରଷିବା ପାଇଁ ବ୍ୟବହୃତ ବେଣ୍ଟ ଲାଗିଥିବା ଷଢ଼େଇ — A wooden spoon; ladle