ଅଟଳବଚନ Aṭaḻabachana

  • ସଂ. ବି. (କର୍ମଧା; ଅଟଳ+ବଚନ) — ଅଲଙ୍ଘ୍ୟ ବାକ୍ୟ ବା ଅଙ୍ଗୀକାର — Inviolable promise
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଟଳ+ବଚନ) — ଯାହାର ବାକ୍ୟ ସେ ନିଜେ ଲଙ୍ଘେ ନାହିଁ — True to one's promise