ଅଟମାନ Aṭamāna

  • ସଂ. ବିଣ. ପୁଂ. (ଅଟ ଧାତୁ+କର୍ତ୍ତୃ. ଆନ (ଶାନଚ୍) — ଗମନଶୀଳ; ଗତିବିଶିଷ୍ଟ — Moving
  • ସଂ. ବିଣ. ପୁଂ. (ଅଟ ଧାତୁ+କର୍ତ୍ତୃ. ଆନ (ଶାନଚ୍) — ଭ୍ରମଣ କରୁଥିବା — Travelling; walking; roaming