ଅଟକ Aṭaka

  • ସଂ. ବିଣ. (ଅଟ ଧାତୁ+କର୍ତ୍ତୃ. ଅକ) — ପରିଭ୍ରମଣକାରୀ; ପରିବ୍ରାଜକ — Roaming; wandering (Ante)
  • ବୈଦେ. ବି. (ଫା. ଅଟକ୍) — ଗତିରାହିତ୍ୟ — Stoppage of motion; halt
  • ବୈଦେ. ବି. (ଫା. ଅଟକ୍) — ଛଟକ ପଲକ ଅଟକ ସତ। ଭଞ୍ଜ—ପ୍ରେମସୁଧାନିଧି 2।9 । — ଛଟକ ପଲକ ଅଟକ ସତ ଭଞ୍ଜ—ପ୍ରେମସୁଧାନିଧି29
  • ବୈଦେ. ବି. (ଫା. ଅଟକ୍) — ଅବରୋଧ; ରୋଧ — Obstruction; restraint
  • ବୈଦେ. ବି. (ଫା. ଅଟକ୍) — କଟକ! ଛଟକ ଦେଖାଇ କରେ ଅଟକ। ଢଗ।
  • ବୈଦେ. ବି. (ଫା. ଅଟକ୍) — ବାଧା; ବିଘ୍ନ — Hindrance
  • ବୈଦେ. ବି. (ଫା. ଅଟକ୍) — ସ୍ଥଗିତକରଣ; ବନ୍ଦ କରିବା — Stopping; cessation
  • ବୈଦେ. ବି. (ଫା. ଅଟକ୍) — ବାସନ୍ଦ; ସମାଜଚ୍ୟୁତି — Ostracism; excommunication
  • ବୈଦେ. ବି. (ଫା. ଅଟକ୍) — ମଦ ଖାଅ ପଛେ ନାହିଁ ତହିଁକି ଶୋଚନା, ଦେହେ ବୋଳି ହେଲେ ହେବ ଜାତିରେ ଅଟକ—ରାମଶଙ୍କର, ଲୀଳାବତୀ 2।1 । — ମଦ ଖାଅ ପଛେ ନାହିଁ ତହିଁକି ଶୋଚନା, ଦେହେ ବୋଳି ହେଲେ ହେବ ଜାତିରେ ଅଟକ—ରାମଶଙ୍କର, ଲୀଳାବତୀ21
  • ବୈଦେ. ବି. (ଫା. ଅଟକ୍) — ନିଷେଧ; ମନା — Prohibition
  • ବୈଦେ. ବି. (ଫା. ଅଟକ୍) — (ଯଥା—ନିଆଁ ପାଣି ଅଟକ; ଧୋବା ଭଣ୍ଡାରି ଅଟକ।)
  • ବୈଦେ. ବି. (ଫା. ଅଟକ୍) — କ୍ରୋକ; କୋରଖ — Attachment; distraint