ଅଜ୍ଞ Ajn̄a

  • ସଂ. ବିଣ. ପୁଂ. (ଅ+ଜ୍ଞ ଧାତୁ+କର୍ତ୍ତୃ. ଅ) — ଯେ କିଛି ଜାଣେ ନାହିଁ; ମୂର୍ଖ — Ignorant
  • ସଂ. ବିଣ. ପୁଂ. (ଅ+ଜ୍ଞ ଧାତୁ+କର୍ତ୍ତୃ. ଅ) — ଅନନୁଭବୀ — Inexperienced
  • ସଂ. ବିଣ. ପୁଂ. (ଅ+ଜ୍ଞ ଧାତୁ+କର୍ତ୍ତୃ. ଅ) — ଜ୍ଞାନଶୂନ୍ୟ — Unconscious
  • ସଂ. ବିଣ. ପୁଂ. (ଅ+ଜ୍ଞ ଧାତୁ+କର୍ତ୍ତୃ. ଅ) — ଅଜ୍ଞାନ — Unwise
  • ସଂ. ବିଣ. ପୁଂ. (ଅ+ଜ୍ଞ ଧାତୁ+କର୍ତ୍ତୃ. ଅ) — ନିର୍ବୋଧ — Stupid