ଅଜୀବ Ajība
- ସଂ. ବିଣ. (ଅ+ଜୀବ) — ଜୀବହୀନ; ମୃତ — Dead
- ସଂ. ବିଣ. (ଅ+ଜୀବ) — ଅଚେତନ; ନିର୍ଜୀବ — Lifeless; inanimate
- ସଂ. ବିଣ. (ଅ+ଜୀବ) — ଅବସନ୍ନ — Withered
- ସଂ. ବି — ଶବ; ମଡ଼ା — Dead body
- ଦେ. ବି — ନିର୍ଜୀବ ବସ୍ତୁ — Inanimate object
- ଦେ. ବି — ସମ ସମ୍ପୂର୍ଣ୍ଣ ସର୍ବସ୍ଥାନେ, ଜୀବ ଅଜୀବ ଠୁଳ ଶୂନ୍ୟେ। ଭୂପତି, ପ୍ରେମପଞ୍ଚାମୃତ।
- ପୁଂ — ଅପର୍ତ୍ତିଆଣିଙ୍କ ନାମ — A name given to a child whose elder died before his birth