ଅଜୀବା Ajībā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅ+ଜୀବ) — ନିର୍ଜୀବ — Lifeless
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅ+ଜୀବ) — ମୃତପ୍ରାୟ — Withered; decadent
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅ+ଜୀବ) — ଅତି ଦୁର୍ବଳ ଓ ଶୀର୍ଣ୍ଣ — Weakling; very weak and emaciated