ଅଜିନ Ajina

  • ସଂ. ବି. (ଅଜ ଧାତୁ+ସଂଜ୍ଞାର୍ଥେ. ଇନ) — ମୃଗ ଛାଲ; ମୃଗ ଚର୍ମ — The hide of deer
  • ସଂ. ବି. (ଅଜ ଧାତୁ+ସଂଜ୍ଞାର୍ଥେ. ଇନ) — ପଶୁ ଚର୍ମ; ଚମଡ଼ା — Hide; leather
  • ସଂ. ବି. (ଅଜ ଧାତୁ+ସଂଜ୍ଞାର୍ଥେ. ଇନ) — ରୋମ ଲାଗିଥିବା ମୃଗ ବା ବ୍ୟାଘ୍ରର ଛାଲ — The hairy skin of a deer or a tiger (M.W.)