ଅଜାଏ Ajāe
- ଦେ. ବିଣ. (ସଂ. ଅ+ଫ ଜାଯ=ଜାଗା) — ବେଜାଏ; ଅନୁଚିତ — Improper
- ଦେ. ବିଣ. (ସଂ. ଅ+ଫ ଜାଯ=ଜାଗା) — ବେଆଇନ; ଅନ୍ୟାୟ — Illegal; wrongful
- ଦେ. ବିଣ. (ସଂ. ଅ+ଫ ଜାଯ=ଜାଗା) — ଗରଜାଏ; ଯେଉଁ ବାକି ଧନ ଆଦାୟ ହେବାର ସମ୍ଭାବନା ନାହିଁ — Unrealisable; irrecoverable
- ଦେ. ବିଣ. (ସଂ. ଅ+ଫ ଜାଯ=ଜାଗା) — ନିର୍ଦ୍ଧନ; ସମ୍ପତ୍ତିହୀନ — Poor; pennyless
- ଦେ. ବିଣ. (ସଂ. ଅ+ଫ ଜାଯ=ଜାଗା) — ଯେଉଁ ବ୍ୟକ୍ତି ନିଜର ଦେୟ ଶୁଝିବାକୁ ଅକ୍ଷମ — Insolvent; unable to pay dues