ଅଜଗ Ajaga

  • ସଂ. ବି. (ଅଜ+ଗମ ଧାତୁ+କର୍ତ୍ତୃ. ଅ) — ପିନାକ; ଶିବଧନୁ — The bow of Ṡiba
  • ସଂ. ବି. (ଅଜ+ଗମ ଧାତୁ+କର୍ତ୍ତୃ. ଅ) — ବିଷ୍ଣୁ — Bishṅu
  • ସଂ. ବି. (ଅଜ+ଗମ ଧାତୁ+କର୍ତ୍ତୃ. ଅ) — ଅଗ୍ନି — Fire