ଅଜକବ Ajakaba

  • ସଂ. ବି. (ଅଜ=ବିଷ୍ଣୁ+କ=ବ୍ରହ୍ମା+ଅଛି ଅର୍ଥରେ. ବ; ଯହିଁରେ ବ୍ରହ୍ମା ଓ ବିଷ୍ଣୁ ବିଦ୍ୟମାନ ଅଛନ୍ତି) — ପିନାକ; ଶିବଧନୁ — The bow of Ṡiba