ଅଛୁଟ Achhuṭa

  • ଦେ. ବିଣ — ଅବିଶ୍ରାନ୍ତ; ଅବିରାମ — Incessant; uninterrupted
  • ଦେ. ବିଣ — ଅତ୍ୟଧିକ — Excessive
  • ଦେ. ବିଣ — (ଯଥା—ଅଛୁଟ ବର୍ଷା, ଅଛୁଟ ଝାଡ଼ା; ଅଛୁଟ ଜର।)