ଅଚାର୍ଗଳ Achārgaḻa

  • ଦେ. ବିଣ. (ସଂ. ଅନର୍ଗଳ) — ଅନର୍ଗଳ — Uninterrupted
  • ଦେ. ବିଣ. (ସଂ. ଅନର୍ଗଳ) — ଦୁର୍ଦ୍ଧର୍ଷ; ଅଜେୟ
  • ଦେ. ବିଣ. (ସଂ. ଅନର୍ଗଳ) — ତୁହି ସେ ପୃଥ୍ୱୀକି ହୋଇଥିଲୁ ଅଚାର୍ଗଳ—ସାରଳା ମହାଭାରତ।