ଅଚଳନ Achaḻana

  • ସଂ. ବି. (ଅ+ଚଳନ) — ଗତିରାହିତ୍ୟ — Absence of motion
  • ସଂ. ବି. (ଅ+ଚଳନ) — ଅସଦାଚାର — Bad conduct
  • ସଂ. ବି. (ଅ+ଚଳନ) — ଅକ୍ରିୟା — Evil act