ଅଚର Achara

  • ସଂ. ବିଣ. (ଅ+ଚର୍ ଧାତୁ+କର୍ତ୍ତୃ. ଅ) — ଯେ ଗତିଶୀଳ ନୁହେ; ସ୍ଥାବର; ସ୍ଥିତିଶୀଳ — Immovable; stationary
  • ସଂ. ବି — ସ୍ଥାବର ବସ୍ତୁ (ଯଥା—ପର୍ବତ) — An immovable thing (e.g. mountain)