ଅଚକାର Achakāra

  • ଦେ. ବି. (ସଂ. ସତ୍ୟକାର; ପ୍ରା. ସଚ୍ଚକାର) — ବହିନା; କିଣାଯିବା ପଦାର୍ଥର ଆଗତୁରା ଦିଆଯିବା ମୂଲ୍ୟାଂଶ — Earnest money; advance of a part of the consideration
  • ଦେ. ବି. (ସଂ. ସତ୍ୟକାର; ପ୍ରା. ସଚ୍ଚକାର) — କୌଣସି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି; ଅଙ୍ଗୀକାର — A promise