ଅଘ୍ରାନ୍ Aghrān

  • ପ୍ରାଦେ. (ମେଦିନୀପୁର) ବି. (ସଂ. ଅଗ୍ରହାୟଣ) — ଅଗ୍ରହାୟଣ; ମାର୍ଗଶିର ମାସ — The month of Mārgaṡira
  • ପ୍ରାଦେ. (ମେଦିନୀପୁର) ବି. (ସଂ. ଅଗ୍ରହାୟଣ) — (ତୁଳ. ବଂ. ଅଗ୍ରହାୟନ୍)।