ଅଘଷା Aghashā

  • ଦେ. ବିଣ. (ସଂ. ଅ+ଘର୍ଷିତ) — ଅଘର୍ଷିତ — Unrubbed
  • ଦେ. ବିଣ. (ସଂ. ଅ+ଘର୍ଷିତ) — ଅମଜା; ଅମାର୍ଜିତ — Unbrushed; unscoured
  • ଦେ. ବି. (ସଂ. ଅ+ଘର୍ଷଣ) — ଅମାର୍ଜନ — Want of brushing
  • ଦେ. ବି. (ସଂ. ଅ+ଘର୍ଷଣ) — (ଦାନ୍ତ) ଘଷାର ଅଭାବ — Want of brushing (of teeth)
  • ଦେ. ବି. (ସଂ. ଅ+ଘର୍ଷଣ) — (ଦାନ୍ତ) ଘଷି ନ ଥିବା ଅବସ୍ଥା — State of not having the teeth brushed
  • ଦେ. ବି. (ସଂ. ଅ+ଘର୍ଷଣ) — ଦାନ୍ତ ଅଘଷାରେ ଅନ୍ନ ଭୋଜନ ଯେ କରେ— ପୀତାମ୍ବର—ନୃସିଂହପୁରାଣ 2 ୟ। — ଦାନ୍ତ ଅଘଷାରେ ଅନ୍ନ ଭୋଜନ ଯେ କରେ— ପୀତାମ୍ବର—ନୃସିଂହପୁରାଣ2ୟ