ଅଘରି Aghari

  • ଦେ. ବିଣ. (ଅ+ଗୃହ) — ଗୃହହୀନ — Homeless
  • ଦେ. ବିଣ. (ଅ+ଗୃହ) — (ଯଥା—ୟର୍କ ସାୟାରରେ ବିଷ୍ଫୋରଣ ଫଳରେ ପାଞ୍ଚ ଶହ ଲୋକ ଅଘରି ହୋଇଅଛନ୍ତି—ଦୈନିକ ଆଶା 8।7।30 ।) — (ଯଥା—ୟର୍କ ସାୟାରରେ ବିଷ୍ଫୋରଣ ଫଳରେ ପାଞ୍ଚ ଶହ ଲୋକ ଅଘରି ହୋଇଅଛନ୍ତି—ଦୈନିକ ଆଶା8730)
  • ଦେ. ବିଣ. (ଅ+ଗୃହ) — ଦେ. ବିଣ. ସ୍ତ୍ରୀ—ଅଘରିଆର ସ୍ତ୍ରୀଲିଙ୍ଗ — Feminine of aghariā