ଅଘଟ Aghaṭa
- ଦେ. ବିଣ. (ସଂ. ଅ+ଘଟ ଧାତୁ; ଅଘଟିତ) — ଯାହା ଘଟିବା ଅସମ୍ଭବ — Improbable
- ଦେ. ବିଣ. (ସଂ. ଅ+ଘଟ ଧାତୁ; ଅଘଟିତ) — ଯାହା ଘଟି ନାହିଁ — That which has not happened
- ଦେ. ବିଣ. (ସଂ. ଅ+ଘଟ ଧାତୁ; ଅଘଟିତ) — ନଅଣ୍ଟ — Inadequate; insufficient
- ଦେ. ବିଣ. (ସଂ. ଅ+ଘଟ ଧାତୁ; ଅଘଟିତ) — ଅଯୋଗ୍ୟ — Unfit
- ଦେ. ବିଣ. (ସଂ. ଅ+ଘଟ ଧାତୁ; ଅଘଟିତ) — (ସଂ. ଅଘଟମାନ) ବେମେଳ; ଅମେଳ — Incongruous
- ଦେ. ବି. ଅଭାବ — Want
- ଦେ. ବି. ନଅଣ୍ଟିବା ଅବସ୍ଥା — Inadequacy