ଅଘଟଣା Aghaṭaṇā

  • ଗ୍ରା. ବିଣ—(ପୁଂ. ଓ ସ୍ତ୍ରୀ.) — ଅସୁନ୍ଦର; କଦାକାର; କୁତ୍ସିତ — Ugly
  • ଗ୍ରା. ବିଣ—(ପୁଂ. ଓ ସ୍ତ୍ରୀ.) — ବେଢଙ୍ଗିଆ — Unsymmetrical
  • ଗ୍ରା. ବି — ଅଘଟଣି (ଦେଖ) — Aghaṭaṇi (See)