ଅଗ୍ରେବଣ Agrebaṇa

  • ସଂ. ବି. (ଅଲୁକ୍ ସମାସ; ପୂର୍ବନିପାତ; ବନ+ଅଗ୍ର) — ବନାଗ୍ର; ବଣର ସୀମାନ୍ତ ଭାଗ — The border of a forest
  • ସଂ. ବି. (ଅଲୁକ୍ ସମାସ; ପୂର୍ବନିପାତ; ବନ+ଅଗ୍ର) — (ନାମ) ଆଗ୍ରା; ଅଗ୍ରବଣ (ଦେଖ) — Agrabaṇa (See)