ଅଗ୍ରଗ Agraga

  • ସଂ. ବିଣ. (ଅଗ୍ର+ଗମ୍ ଧାତୁ+କର୍ତ୍ତୃ. ଅ) — ଅଗ୍ରଗାମୀ; ଆଗଚଲା; ଯେ ସମସ୍ତଙ୍କ ଆଗରେ ଚାଲେ; ଆଗୁଆ — Leading; going in front