ଅଗାଧ Agādha
- ସଂ. ବିଣ. (ଅ+ଗାଧ ଧାତୁ=ପ୍ରତିଷ୍ଠା କରିବା+ଭାବ. ଅ ଯାହାର ପ୍ରତିଷ୍ଠା ବା ମୂଳଭିତ୍ତି ନାହିଁ) — ଅତି ଗଭୀର; ଅତଳସ୍ପର୍ଶ; ସୁଗଭୀର — Very deep; unfathomable; bottomless
- ସଂ. ବିଣ. (ଅ+ଗାଧ ଧାତୁ=ପ୍ରତିଷ୍ଠା କରିବା+ଭାବ. ଅ ଯାହାର ପ୍ରତିଷ୍ଠା ବା ମୂଳଭିତ୍ତି ନାହିଁ) — ଅଗାଧ ଜଳେ ନିଶ୍ଚେ ବୁଡ଼ିଲା ମୋର ଭେଳା। ସାରଳା ମହାଭାରତ।
- ସଂ. ବିଣ. (ଅ+ଗାଧ ଧାତୁ=ପ୍ରତିଷ୍ଠା କରିବା+ଭାବ. ଅ ଯାହାର ପ୍ରତିଷ୍ଠା ବା ମୂଳଭିତ୍ତି ନାହିଁ) — ପ୍ରଗାଢ଼ (ବୁଦ୍ଧି, ବିଦ୍ୟା, ପାଣ୍ଡିତ୍ୟ) — Vast; deep (e.g. learning)
- ସଂ. ବିଣ. (ଅ+ଗାଧ ଧାତୁ=ପ୍ରତିଷ୍ଠା କରିବା+ଭାବ. ଅ ଯାହାର ପ୍ରତିଷ୍ଠା ବା ମୂଳଭିତ୍ତି ନାହିଁ) — ଅବୋଧଗମ୍ୟ — Beyond comprehension
- ସଂ. ବି. — ସୁଗଭୀର ଗର୍ତ୍ତ — Abyss; very deep pit