ଅଗଲା Agalā
- ପ୍ରାଦେ (ସମ୍ବଲପୁର) ବିଣ—(ସଂ. ଅଗ୍ର; ତୁଳ. ହି. ଅଗଲା) ଆଗୁଆ; ଅଗ୍ରସର — Forward; leading
- ପ୍ରାଦେ (ସମ୍ବଲପୁର) ବିଣ—(ସଂ. ଅଗ୍ର; ତୁଳ. ହି. ଅଗଲା) ବଳିପଡ଼ିଥିବା; ବାକି ରହିଥିବା — Remaining over
- ପ୍ରାଦେ (ସମ୍ବଲପୁର) ବିଣ—(ସଂ. ଅଗ୍ର; ତୁଳ. ହି. ଅଗଲା) ବହକା; ଅଧିକା — Surplus
- ପ୍ରାଦେ (ସମ୍ବଲପୁର) ବିଣ—(ସଂ. ଅଗ୍ର; ତୁଳ. ହି. ଅଗଲା) ଆଗିଲା; ସାମନାର; ସମ୍ମୁଖବର୍ତ୍ତୀ — In front; frontal
- ପ୍ରାଦେ (ସମ୍ବଲପୁର) ବିଣ—(ସଂ. ଅଗ୍ର; ତୁଳ. ହି. ଅଗଲା) ଭବିଷ୍ୟତ; ଆଗାମୀ — Coming; future
- ଗ୍ରା. ବିଣ. (ସଂ. ଅଲଗ୍ନ; ଅଲଗାର ବର୍ଣ୍ଣବିପର୍ଯ୍ୟୟ) — ଅଲଗା — Separate