ଅଗମ Agama

  • ସଂ. ବି. (ଅ+ଗମ୍ ଧାତୁ+କର୍ତ୍ତୃ. ଅ; ଯାହାର ଗମନ ବା ଗତି ନାହିଁ) — ପର୍ବତ — Mountain
  • ସଂ. ବି. (ଅ+ଗମ୍ ଧାତୁ+କର୍ତ୍ତୃ. ଅ; ଯାହାର ଗମନ ବା ଗତି ନାହିଁ) — ଗଛ — Tree
  • ସଂ. ବିଣ. ପୁଂ — ସ୍ଥିର; ଗତିହୀନ — Motionless
  • ସଂ. ବିଣ. ପୁଂ — ସ୍ଥାବର — Immovable