ଅଗଣ Agaṇa

  • ସଂ. ବି. (ଅ+ଗଣ) — ନିକୃଷ୍ଟ ଗଣ; ଛନ୍ଦଶାସ୍ତ୍ରରେ ତିନି ତିନି ଅକ୍ଷରବିଶିଷ୍ଟ ଆଠଗୋଟି ଗଣ ମଧ୍ୟରୁ ଚାରି ଗୋଟି ନିକୃଷ୍ଟ ଗଣ (ଯଥା—ଜ ଗଣ; ର ଗଣ; ସ ଗଣ; ତ ଗଣ; ଏହି ଗଣର ଅକ୍ଷରମାନ କବିତାର ଆଦ୍ୟରେ ରଖିବା ଅନୁଚିତ ଅଟେ—ହିନ୍ଦି. ଶବ୍ଦସାଗର)। — Name of 4 classes of alphabets which should not be placed at the beginning of a poem
  • ସଂ. ବି. (ଅ+ଗଣ) — ନିକୃଷ୍ଟ ଶ୍ରେଣୀ — Inferior class
  • ଦେ. ବିଣ—(ସଂ. ଅଗଣିତ; ଅଗଣ୍ୟ) — ଅଗଣ୍ୟ; ଅସଂଖ୍ୟ; ଅସୁମାର୍ — Countless; innumerable