ଅଗଣ୍ୟ Agaḍya
- ସଂ. ବିଣ. (ଅ+ଗଣ୍ୟ) — ଅସଂଖ୍ୟ; ଗଣନାତୀତ; ସଂଖ୍ୟାତୀତ — Countless
- ସଂ. ବିଣ. (ଅ+ଗଣ୍ୟ) — ନଗଣ୍ୟ; ତୁଚ୍ଛ — Negligible; of no importance; insignificant
- ସଂ. ବିଣ. (ଅ+ଗଣ୍ୟ) — ସାମାନ୍ୟ; ଇତର — Slight
- ସଂ. ବିଣ. (ଅ+ଗଣ୍ୟ) — ହେୟ — Contemptible
- ସଂ. ବିଣ. (ଅ+ଗଣ୍ୟ) — ଅଗ୍ରାହ୍ୟ — Inconsiderable