ଅଗଣ୍ଡ Agaṇḍa
- ଦେ. ବିଣ. (ସଂ. ଅଗମ୍ୟ) ପରିମାଣରେ ଅମାପ — Immeasurable
- ଦେ. ବିଣ. (ସଂ. ଅଗମ୍ୟ) ଅମାପ; ଅତି ଗଭୀର (ଜଳ); ଅତଳସ୍ପର୍ଶ — Very deep; unfathomable
- ଦେ. ବିଣ. (ସଂ. ଅଗମ୍ୟ) (ଯଥା, ନଈରେ ଏ ବର୍ଷ ଅଗଣ୍ଡ ପାଣି ଅଛି।)
- ଦେ. ବିଣ. (ସଂ. ଅଗମ୍ୟ) (ସଂ. ଅଗଣ୍ଡ)—ପୂର୍ଣ୍ଣ (ଭୋଜନ) — A bellyful of (meal)