ଅଗଛା Agachhā

  • ଦେ. ବି — ଅଗଛ (ଦେଖ) — Agachha (See)
  • ଦେ. ବିଣ—(ଯାହା ଗଛେ ନାହିଁ ବା ମାନେ ନାହିଁ) — ଅସୁନ୍ଦର — Graceless
  • ଦେ. ବିଣ—(ଯାହା ଗଛେ ନାହିଁ ବା ମାନେ ନାହିଁ) — ଲାବଣ୍ୟହୀନ — Unsymmetrical
  • ଦେ. ବିଣ—(ଯାହା ଗଛେ ନାହିଁ ବା ମାନେ ନାହିଁ) — ଅସମ୍ଭବ — Improbable
  • ଦେ. ବିଣ—(ଯାହା ଗଛେ ନାହିଁ ବା ମାନେ ନାହିଁ) — ଅନୁପଯୋଗୀ — Unsuitable
  • ଦେ. ବିଣ—(ଯାହା ଗଛେ ନାହିଁ ବା ମାନେ ନାହିଁ) — ଅସଂଯତ; ଅସଂବନ୍ଧ — Ill arranged; irregular
  • ଦେ. ବିଣ—(ଯାହା ଗଛେ ନାହିଁ ବା ମାନେ ନାହିଁ) — ଯେଉଁ ବ୍ୟକ୍ତି କଥାକୁ ସଜାସଜି କରି କହି ପାରେ ନାହିଁ — (a person) Who can not speak in an arranged manner