ଅଗଗୋଡ଼ Agagoṟḍ̠a

  • ଦେ. ବି — ଗୋଡ଼ର ଅଗ୍ରଭାଗ; ଗୋଡ଼ ଆଙ୍ଗୁଠିର ଅଗ୍ରଭାଗ — The extremity of the toe of the leg
  • ଦେ. ବି — ତୋ ଆଗ ଗୋଡ଼ରେ କଣ୍ଟା ନ ବାଜୁ—ଆଶୀର୍ବଚନ।