ଅଗକଟା Agakaṭā

  • ଦେ. ବିଣ. (ସଂ. ଅଗ୍ର+କର୍ତ୍ତିତ) — ଯେଉଁ ବସ୍ତୁ ବା ବୃକ୍ଷାଦିର ଅଗ୍ରଭାଗ କଟା ଯାଇଛି; ଲାଣ୍ଡି କରାଯାଇଥିବା — Having the top cut; lopped off; pollard
  • ଦେ. ବି — ଅଗଖୁଣ୍ଟା (ଦେଖ) — Agakhunṭā (See)