ଅଖ Akha
- ଦେ. ବି. (ସଂ. ଅକ୍ଷ) — ଶଗଡ଼ର ଦୁଇଚକ ମଧ୍ୟରେ ଲାଗିଥିବା ଭାରବାହୀ ଦଣ୍ଡ; (ଏହା ଉପରେ ଶଗଡ଼ର ଦଣ୍ଡା ରହେ।) — Axle tree
- ଦେ. ବି. (ସଂ. ଅକ୍ଷ) — ଭାଙ୍ଗିବି ଶକଟ ଯେ କରିବି ସର୍ବ ଧୂଳି / ଅଖ ଚକ ଦଣ୍ଡା କଚାଡ଼ିବି ଓଧି ଫଳି। ସାରଳା ମହାଭାରତ, ଉଦ୍ଯୋଗ।
- ଦେ. ବି. (ସଂ. ଅକ୍ଷ) — ଓଖ; ମନ୍ଦ ଅଭ୍ୟାସ — A bad habit
- ଦେ. ବି. (ସଂ. ଅକ୍ଷ) — ଦୋଷ — Fault; defect
- ଦେ. ବି. (ସଂ. ଅକ୍ଷ) — ବାହାନା — Pretence; excuse