ଅଖଡ଼େ Akhaṟḍ̠e

  • ଦେ. କ୍ରି. ବିଣ — ଅକାରଣରେ; ବୃଥାରେ। — In vain
  • ଦେ. କ୍ରି. ବିଣ — ମନେ ହେଉଛି ଅଖଡ଼େ ଯିବ ପରା ପରାଣ ଯେ। ବଜ୍ରନାଥ, ସମରତରଙ୍ଗ।
  • ଦେ. କ୍ରି. ବିଣ — ଅନାୟାସରେ — Easily
  • ଦେ. କ୍ରି. ବିଣ — ଅସୁବିଧାରେ ପଡ଼ି; ଅକଳରେ; ଅନନ୍ୟୋପାୟ ଅବସ୍ଥାରେ। — In a helpless condition; having no other alternative
  • ଦେ. କ୍ରି. ବିଣ — ଧରି ନ ପାରିଲି ଜ୍ଞାନ ହେଲା ତ ଅଖଡ଼େ। ପୀତାମ୍ବର, ନୃସିଂହପୁରାଣ 1 । — ଧରି ନ ପାରିଲି ଜ୍ଞାନ ହେଲା ତ ଅଖଡ଼େ ପୀତାମ୍ବର, ନୃସିଂହପୁରାଣ1