ଅଖେଦ Akheda

  • ସଂ. ବି. (ନଞ ତତ୍; ଅ+ଖେଦ) — ଖେଦରାହିତ୍ୟ — Freedom from sorrow
  • ସଂ. ବିଣ. ପୁଂ — ମନୋବେଦନାଶୂନ୍ୟ — Sorrowless