ଅଖା Akhā
- ଦେ. ବି. (ସଂ. ଅକ୍ଷ୍ ଧାତୁ=ସଂଗ୍ରହ କରିବା) — ପାଲ, ଝୋଟ ବା ଛଣପଟ ନିର୍ମିତ ବସ୍ତ୍ର ବା ଆସ୍ତରଣ। — Sackcloth; gunny; tarpaulin
- ଦେ. ବି. (ସଂ. ଅକ୍ଷ୍ ଧାତୁ=ସଂଗ୍ରହ କରିବା) — ଅଖା ଧୋଉଥିବ, ଗୁଣ ଗାଉଥିବ। ଢଗ।
- ଦେ. ବି. (ସଂ. ଅକ୍ଷ୍ ଧାତୁ=ସଂଗ୍ରହ କରିବା) — ବସ୍ତା; ଝୋଟନିର୍ମିତ ବସ୍ତୁର ବଡ଼ ଥଳି; ବୋରା। — Gunnybag
- ଦେ. ବି. (ସଂ. ଅକ୍ଷ୍ ଧାତୁ=ସଂଗ୍ରହ କରିବା) — ସକଳ ଦ୍ରବ୍ୟ ଯେ ଅଖାରେ / ଭରି ଲଦିଲେ ବଳଦରେ। ରାମଦାସ, ଦାର୍ଢ଼୍ୟତାଭକ୍ତି।