ଅଖାଡ଼ୁ Akhāṟḍ̠u

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ବିଚାରଶୂନ୍ୟ; ବିବେଚନାଶୂନ୍ୟ — Rash; reckless
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅସୁବିଧାଜନକ — Inconvenient
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅକଡ଼ବାଗିଆ; ଜିଦିଖୋର — Obstinate