ଅକ୍ଷୟ Akshaya

  • ସଂ. ବିଣ. (ବହୁବ୍ରୀହି, ଅ+କ୍ଷୟ) — କ୍ଷୟରହିତ; ଅବିନାଶୀ; ଅବିନଶ୍ୱର। — Imperishable
  • ସଂ. ବିଣ. (ବହୁବ୍ରୀହି, ଅ+କ୍ଷୟ) — ଚିରସ୍ଥାୟୀ — Permanent; perpetual
  • ସଂ. ବିଣ. (ବହୁବ୍ରୀହି, ଅ+କ୍ଷୟ) — ନିରବଚ୍ଛିନ୍ନ — Continuous
  • ସଂ. ବିଣ. (ବହୁବ୍ରୀହି, ଅ+କ୍ଷୟ) — ଅସରନ୍ତି — Inexhaustible
  • ସଂ. ବି. — ପରମାତ୍ମା — The Supreme Soul
  • ସଂ. ବି. — (ନାମ) ରାବଣର ଏକ ପୁତ୍ର — The name of a son of Rābaṇa
  • ସଂ. ବି. — ବଇଶ୍ରବଣ ଶ୍ରବଣେ ପେଶିଲା ଅକ୍ଷୟ। ଭଞ୍ଜ, ବୈଦେହୀଶବିଳାସ 36।13 । — ବଇଶ୍ରବଣ ଶ୍ରବଣେ ପେଶିଲା ଅକ୍ଷୟ ଭଞ୍ଜ, ବୈଦେହୀଶବିଳାସ3613