ଅକ୍ଷି Akshi
- ସଂ. ବି. (ଅକ୍ଷ ଧାତୁ+କର୍ତ୍ତୃ. ଇ; ଯାହା ଦୃଷ୍ଟ ବସ୍ତୁର ରୂପକୁ ବ୍ୟାପି ଯାଏ) — ଚକ୍ଷୁ; ନେତ୍ର; ଆଖୁ — The eye
- ସଂ. ବି. (ଅକ୍ଷ ଧାତୁ+କର୍ତ୍ତୃ. ଇ; ଯାହା ଦୃଷ୍ଟ ବସ୍ତୁର ରୂପକୁ ବ୍ୟାପି ଯାଏ) — [ଅକ୍ଷିର ଭିନ୍ନ ଭିନ୍ନ ଭାଷାର ଶବ୍ଦ ତୁଳ;—ଗ୍ରୀକ୍—ଅକ୍କସ୍— Okkos; ଲାଟିନ୍—ଅକ୍ୟୁଲସ୍ —Oculus; ଲିଥୁନିଆନ୍— ଅକିକ୍ —Akis; ବଙ୍ଗଳା— আঁখি; ଓଡ଼ିଆ—ଆଖି; ଗୁଜରାଟୀ—ଆଁଖ୍; ହିନ୍ଦି—ଆଁଖ୍।] — [ଅକ୍ଷିର ଭିନ୍ନ ଭିନ୍ନ ଭାଷାର ଶବ୍ଦ ତୁଳ;—ଗ୍ରୀକ୍—ଅକ୍କସ୍— Okkos;ଲାଟିନ୍—ଅକ୍ୟୁଲସ୍—Oculus;ଲିଥୁନିଆନ୍— ଅକିକ୍—Akis;ବଙ୍ଗଳା—আঁখি;ଓଡ଼ିଆ—ଆଖି; ଗୁଜରାଟୀ—ଆଁଖ୍; ହିନ୍ଦି—ଆଁଖ୍]