ଅକ୍ରମ Akrama

  • ସଂ. ବିଣ. (ବହୁବ୍ରୀହି; ଅ+କ୍ରମ) — କ୍ରମ ବା ନିୟମରହିତ; ଅନିୟମିତ — Irregular; disorderly; unmethodical
  • ସଂ. ବିଣ. (ବହୁବ୍ରୀହି; ଅ+କ୍ରମ) — ପାଦରହିତ — Having no legs
  • ସଂ. ବିଣ. (ବହୁବ୍ରୀହି; ଅ+କ୍ରମ) — ଯୁଗପତ୍ କୃତ ବା ଘଟିତ — Simultaneous
  • ସଂ. ବିଣ. (ବହୁବ୍ରୀହି; ଅ+କ୍ରମ) — ଲେଉଟ ପାଉଟ; ଗୋଳମାଳିଆ — Confused
  • ସଂ. ବି. (ନଞ ତତ୍; ଅ+କ୍ରମ) — କ୍ରମର ଅଭାବ; ନିୟମର ଅଭାବ — Want of regularity or order
  • ସଂ. ବି. (ନଞ ତତ୍; ଅ+କ୍ରମ) — ଅନିୟମ — Irregularity