ଅକୈତବ Aka̲i̱taba

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଅକପଟ (ଦେଖ) — Akapaṭa (See)
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଅକୃତ୍ତ୍ରିମ (ଦେଖ) — Akṛuttrima (See)
  • ସଂ. ବି (ନଞ ତତ୍) — ଅକପଟତା (ଦେଖ) — Akapaṭatā (See)
  • ସଂ. ବି (ନଞ ତତ୍) — ଅମିଥ୍ୟା; ସତ୍ୟ — Truth