ଅକାରଯ Akāraj̄a

  • ଗ୍ରା. ପଦ୍ୟ. ବି. (ସଂ. ଅକାର୍ଯ୍ୟ) — ଅକାରଜ (ଦେଖ) — Akāraja (See)
  • ଗ୍ରା. ପଦ୍ୟ. ବି. (ସଂ. ଅକାର୍ଯ୍ୟ) — କାର୍ଯ୍ୟ ଅକାରଯ ଅଭୟ ଭୟ ବିଧି / ବନ୍ଧ ମୋକ୍ଷ ପ୍ରବୃତ୍ତି ନିବୃତ୍ତ ଯେ ବୁଦ୍ଧି। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।