ଅକାଦ Akāda

  • ପ୍ରାଦେ. (ପୁରୀ). ବିଣ. (ସଂ. ଅଗାଧ) — ଅକାତ (ଦେଖ) — Akāta (See)
  • ପ୍ରାଦେ. (ପୁରୀ). ବିଣ. (ସଂ. ଅଗାଧ) — (ଯଥା—ଚିଲିକାହ୍ରଦ ଅଞ୍ଚଳରେ 'କାତ' କୁ 'କାଦ' ବୋଲାଯାଏ।)