ଅକାତର Akātara

  • ସଂ. ବିଣ. ପୁଂ. (ନଞ ତତ୍; ଅ+କାତର) — ଅବ୍ୟାକୁଳ; ଅକ୍ଳିଷ୍ଟ — Unperturbed; unvexed
  • ସଂ. ବିଣ. ପୁଂ. (ନଞ ତତ୍; ଅ+କାତର) — ନିର୍ଭୀକ; ନିଃଶଙ୍କ; ନିର୍ଭୟ — Fearless; dauntless
  • ସଂ. ବିଣ. ପୁଂ. (ନଞ ତତ୍; ଅ+କାତର) — ନିଃସନ୍ଦେହ — Confident; unhesitating
  • ସଂ. ବିଣ. ପୁଂ. (ନଞ ତତ୍; ଅ+କାତର) — ନିଶ୍ଚିନ୍ତ — Free from anxiety; at ease
  • ଦେ. କ୍ରି. ବିଣ — ଅକାତରେ (ଦେଖ) — Akātare (See)