ଅକଶା Akaṡā

  • ଦେ. ବିଣ—(ସଂ. ଅ+ଓ. କସା — କସିବା କ୍ରିୟା ଦେଖ) — ଯେଉଁ ଘୋଡ଼ାରେ ଜିନ୍ କଶା ଯାଇ ନ ଥାଏ।
  • ଦେ. ବିଣ—(ସଂ. ଅ+ଓ. କସା — କସିବା କ୍ରିୟା ଦେଖ) — ଯେଉଁ ଅଙ୍କ କଶା ହୋଇ ନାହିଁ — Unsolved. (Arithmetical sum)
  • ଦେ. ବିଣ—(ସଂ. ଅ+ଓ. କସା — କସିବା କ୍ରିୟା ଦେଖ) — ଯେଉଁ ପରିବା ତେଲ ବା ଘିଅରେ କଶା ହୋଇ ନ ଥାଏ।
  • ଦେ. ବିଣ—(ସଂ. ଅ+ଓ. କସା — କସିବା କ୍ରିୟା ଦେଖ) — ଯେଉଁ ଦଉଡ଼ି ଦୃଢ଼ରୂପେ ଟଣା ହୋଇ ବନ୍ଧା ହୋଇ ନଥାଏ
  • ଦେ. ବିଣ—(ସଂ. ଅ+ଓ. କସା — କସିବା କ୍ରିୟା ଦେଖ) — ଯେଉଁ ବାଉଁଶ, ବେତ ବା ଲଇ କିଛିଦିନ ପାଣିରେ ବତୁରା
  • ଦେ. ବିଣ—(ସଂ. ଅ+ଓ. କସା — କସିବା କ୍ରିୟା ଦେଖ) — ହୋଇ ନ ଥାଏ — 5. Unseasoned (bamboo or cane)