ଅକର୍ମ Akarma

  • ସଂ. ବି. (ଅ+କର୍ମନ୍) — ନିନ୍ଦିତ କର୍ମ; କୁତ୍ସିତ କାର୍ଯ୍ୟ।
  • ସଂ. ବି. (ଅ+କର୍ମନ୍) — ଅନୁଚିତ କାର୍ଯ୍ୟ — Improper act
  • ସଂ. ବି. (ଅ+କର୍ମନ୍) — ମନ୍ଦଭାଗ୍ୟ — Ill luck
  • ସଂ. ବି. (ଅ+କର୍ମନ୍) — କର୍ମର ଅଭାବ — Want of work
  • ସଂ. ବି. (ଅ+କର୍ମନ୍) — ବେକାର ହେବା ଅବସ୍ଥା।
  • ଦେ. ବିଣ. (ସଂ. ଅକର୍ମଣ୍ୟ) — ଅକର୍ମଣ୍ୟ; ଯହିଁରେ କୌଣସି କର୍ମ ହୋଇ ନ ପାରେ।
  • ଦେ. ବିଣ. (ସଂ. ଅକର୍ମଣ୍ୟ) — (ଯଥା—ଅକର୍ମଶିଳା)